ଆଜିର ଖବର ସାବଧାନ! ନକଲି ୱେବ ସାଇଟ୍ ମାଧ୍ୟମରେ ଠକେଇ, ଓଡିଶା ପୋଲିସ ଜାରି କଲା ତାଲିକା ଭୁବନେଶ୍ଵର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି। ବିଭିନ୍ନ…