ଆଜିର ଖବର ‘ଇ-ରୁପି’ ସେବାର ଶୁଭାରାମ୍ଭ କଲେ ପ୍ରଧାନମନ୍ତ୍ରୀ: ବୃଦ୍ଧି ପାଇବ ନଗଦବିହୀନ ଦେୟ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ‘ଇ-ରୁପି’ ସେବାର ଶୁଭାରାମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ନଗଦବିହୀନ ଦେୟକୁ ପ୍ରୋତ୍ସାହିତ କରିବା। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ…