ଆଜିର ଖବର ଚୋରୀ ମାମଲା: ୪ ଅଭିଯୁକ୍ତ ଗିରଫ, ନଗଦ ଅର୍ଥ, ସ୍ବର୍ଣ୍ଣ ଅଳଙ୍କାର ଓ ବିଭିନ୍ନ ଯନ୍ତ୍ରପାତି ଜବତ୍ କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ସଙ୍ଗୀତା ସ୍ବାଇଁ ନାମ୍ନୀ ଜଣେ ମହିଳା ଗତ ୧୮ ତାରିଖ ରାତିରେ ଘରେ ଶୋଇଥିବା…