ଆଜିର ଖବର ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା: ହାତରୁ ଖସିଲା ୭ ଟି ନଗର ନିଗମ ଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ସହରାଞ୍ଚଳ ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି। ବିଜେପି ହାତରୁ ୭ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଚାଲିଯାଇଛି। ସେଥିମଧ୍ୟରୁ ୫ ଟି…