ଆଜିର ଖବର ମହିଳା ଚାଷୀଙ୍କୁ ମିଳିଲା ‘ପେଡାଲ୍-ଚାଳିତ ମହିଳା-ଅନୁକୂଳ ନଡ଼ିଆ ଛଡ଼ାଇବା ଯନ୍ତ୍ର’ ପୁରୀ: କୃଷିରତ ମହିଳାଙ୍କ କଠିନ ପରିଶ୍ରମ ହ୍ରାସ କରିବା ଏବଂ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭୁବନେଶ୍ୱରସ୍ଥିତ ICAR-କେନ୍ଦ୍ରୀୟ କୃଷିରତ…