ଆଜିର ଖବର ନବୀନଙ୍କ ଘୋଷଣା: ବିଭିନ୍ନ ନଦୀ ସ୍ରୋତରେ ନିର୍ମାଣ ହେବ ବ୍ୟାରେଜ, ଖର୍ଚ୍ଚ ୧୧,୭୦୦ କୋଟି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ…