ଜାତୀୟ ଖବର ବାତ୍ୟା ପରେ ବଢୁଛି ବିଭିନ୍ନ ନଦୀର ଜଳ ପତନ, ତେବେ ବନ୍ୟା ଆଶଙ୍କା ନାହିଁ ଭୁବନେଶ୍ବର, ଇତିମଧ୍ୟରେ ସାମୁଦ୍ରିକ ବାତ୍ୟା ‘ୟସ’ ଓଡ଼ିଶା ଅତିକ୍ରମ କରି ଝାଡଖଣ୍ଡ ରାଜ୍ୟକୁ ଚାଲିଯାଇଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବୃଷ୍ଟିପାତ ଯୋଗୁଁ କେତେକ…