ଆଜିର ଖବର ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ ଭୁବନେଶ୍ୱର: ତ୍ୱରିତ ରୋଗ ନିରୂପଣ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ସମୟୋଚିତ ଚିକିତ୍ସା ଯୋଗୁଁ ଏକ ନବଜାତ ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି…