ଆଜିର ଖବର ଆର୍ଥିକ ଜ୍ଞାନର ବିଦ୍ୟାଳୟ ନବଦୁର୍ଗାର ନବମ ରୂପ, ମା’ ସିଦ୍ଧିଦାତ୍ରୀଙ୍କ ଠାରୁ ଶିଖନ୍ତୁ ବିନିଯୋଗର ଏହି ବିଶେଷ ଗୁଣ ନୂଆଦିଲ୍ଲୀ: ଆଜି ନଅ ଦିନର ନବରାତ୍ରୀ ପର୍ବର ଶେଷ ଦିନ। ଆଜି ନବରାତ୍ରିର ଶେଷ ଦିନ ଅର୍ଥାତ ମହାନବମୀ ଦିନ ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ନବରାତ୍ରୀ…