ଆଜିର ଖବର ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଭୁବନେଶ୍ବର: ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନରେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନର ଏକ ମୁଖ୍ୟ ଭୂମିକା ରହିଛି ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି।…