ଜାତୀୟ ଖବର ସିଙ୍ଗିଲ ୱିଣ୍ଡୋ ବୈଠକରେ ୫ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ, ବିନିଯୋଗ ହେବ ୧୮୫୧ କେଟି ଟଙ୍କା ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ପାଞ୍ଚୋଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୧୮୫୧.୯୬…