ନବରଙ୍ଗପୁର ବ୍ଲକ

ଭୁବନେଶ୍ଵର: ନବରଙ୍ଗପୁର ବ୍ଲକ ଭତରା ସିଉନିରେ ଚାଲିଥିବା ଏକ ବାଲ୍ୟ ବିବାହକୁ ପ୍ରଶାସନ ପକ୍ଷରୁ ରୋକାଯାଇଛି। ଏହାପରେ ଉଭୟଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା।…