ନବୀନଙ୍କୁ ରାକ୍ଷୀ ବାନ୍ଧିଲେ ଲେଖାଶ୍ରୀ

ଭୁବନେଶ୍ବର: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଭାଇମାନେ ଭଉଣୀର ସୁରକ୍ଷା ପାଇଁ ଏହି ରାକ୍ଷୀ ବାନ୍ଧିଥାନ୍ତି।…