ବିଶେଷ ଖବର ନବୀନ ପଟ୍ଟନାୟକଙ୍କ ଦେହ ଖରାପ ମିଛ ଖବରକୁ ପ୍ରଚାର କରାଇ କି ଯଶ ବାନା ଉଡାଉଛନ୍ତି ବିରୋଧୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭାରି ଖରାପ, ସେ ଭେଣ୍ଟିଲେଟରରେ ଅଛନ୍ତି। ନିକଟରେ ଏପରି ଏକ ଖବରକୁ ନେଇ ସାରା ରାଜ୍ୟରେ ବେଶ୍ ଚହଳ ପକାଇଥିଲା।…