ନବୀନଙ୍କ ନୂଆ ମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଅନୁଷ୍ଠିତ ହୋଇଛି। ଭୁବନେଶ୍ବରର ଲୋକସେବା ଭବନରେ ଥିବା କନଭେନସନ ହଲରେ ଏହି ଉତ୍ସବ ଆୟୋଜିତ…