ଆଜିର ଖବର ନବୀନ-ଉଲ୍-ହକ୍ ଙ୍କୁ ଟାର୍ଗେଟ କଲା ମୁମ୍ବାଇ ଇଣ୍ଡିଆନ୍ସ, ମିଠା ଆମ୍ବ ସେୟାର କରି ଏଭଳି କଲା ଟ୍ରୋଲ ନୂଆଦିଲ୍ଲୀ: ଆଇପିଏଲ୍-୨୦୨୩ ରେ ଫାଇନାଲ୍ ପାଇଁ ଆଉ କେବଳ ଦୁଇଟି ମ୍ୟାଚ୍ ବାକି ଅଛି। ସିଜିନର ଦ୍ୱିତୀୟ ଯୋଗ୍ୟତା ମ୍ୟାଚ୍ ମଇ ୨୬ ତାରିଖରେ ଏବଂ ଫାଇନାଲ୍…