ଆଜିର ଖବର ‘ବିକଶିତ ଭାରତ’ର ସଂକଳ୍ପକୁ ଆଗେଇ ନେବ ନବୋନ୍ମେଷର ତରଙ୍ଗ: ପ୍ରହ୍ଲାଦ ଯୋଶୀ ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ଯୁବସମାଜକୁ ‘ସେବା’ ମନୋଭାବରେ ନବୋନ୍ମେଷକୁ ଯୋଡ଼ି ବାସ୍ତବ ଜୀବନର ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଏବଂ ବ୍ୟାବହାରିକ, ସମ୍ପ୍ରସାରଣଯୋଗ୍ୟ…