ବିଶେଷ ଖବର ବିଧାନସଭାରେ ବାଚଳାମୀ ଓ ପାଗଳାମୀରୁ କ୍ଷାନ୍ତ ରହନ୍ତୁ ବିରୋଧୀଦଳ ନେତା: ଅରୁଣ ସାହୁ ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇ ସାରିଥିଲେ ମଧ୍ୟ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ…