ଆଜିର ଖବର ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫଏଫଆଇର ୫୬ତମ ସଂସ୍କରଣ ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ପରିଚାଳନା ସମିତିର ପ୍ରଥମ ବୈଠକ ଆଜି ମୁମ୍ବାଇସ୍ଥିତ ଜାତୀୟ ଚଳଚ୍ଚିତ୍ର ବିକାଶ…