ଅନ୍ତରାଷ୍ଟ୍ରୀୟ ଓଡିଶାରେ ହେବ ଜୁନିଅର ହକି ବିଶ୍ଵକପ: ନଭେମ୍ବର ୨୪ରୁ ଆରମ୍ଭ ହେବ ପ୍ରତିଯୋଗୀତା ଭୁବନେଶ୍ବର: ଓଡିଶାରେ ଜୁନିଅର ହକି ବିଶ୍ଵକପ ଆୟୋଜନ ହେବ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୋଭିଡ କଟକଣା ଭିତରେ ଜୁନିଅର ହକି ବିଶ୍ଵକପ ଆୟୋଜନ…