ଜାତୀୟ ଖବର ରୋହିତ ଶର୍ମାଙ୍କ ଟେନସନ ସମାପ୍ତ, ନମ୍ବର -୪ ପାଇଁ ମିଳିଲା ଯୁବରାଜ ସିଂଙ୍କ ଅପେକ୍ଷା ଜଣେ ଭଲ ବ୍ୟାଟ୍ସମ୍ୟାନ୍! ନୂଆଦିଲ୍ଲୀ: ଯୁବରାଜ ସିଂଙ୍କ ପରଠାରୁ ଭାରତୀୟ କ୍ରିକେଟ୍ ଦଳ ଦିନିକିଆ କ୍ରିକେଟରେ ଏପର୍ଯ୍ଯନ୍ତ ନମ୍ବର-୪ ପାଇଁ କୌଣସି ସ୍ଥାୟୀ ବ୍ୟାଟ୍ସମ୍ୟାନ୍ ପାଇପାରି ନାହିଁ। ଗତ ୫-୬ ବର୍ଷ…