ଆଜିର ଖବର ନମ୍ବର- ୫ ରେ ଆସି ମ୍ୟାଚ ଜିତାଇଲେ କେଏଲ ରାହୁଲ, ବ୍ୟାଟିଂ ଅର୍ଡର ବିଷୟରେ କହିଲେ ଏହି ବିଶେଷ କଥା ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ୪ ୱିକେଟ୍ ଜିତିଥିଲା। ଗତକାଲି ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ…