ଆଜିର ଖବର ଆରସିବିକୁ ହରାଇ ରାଜସ୍ଥାନ ହେଲା ନମ୍ବର ୱାନ୍, ପଢନ୍ତୁ ଆଇପିଏଲର ପଏଣ୍ଟ ଟେବୁଲ ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ରେ ଗତ ରାତିରେ ମ୍ୟାଚ୍ ପରେ ପଏଣ୍ଟ ଟେବୁଲରେ ଟପ୍ -୫ ଦଳର ସ୍ଥାନ ବଦଳିଛି। ରାଜସ୍ଥାନ ରୟାଲ୍ସ ୨୯…