ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ

କଲିକତା: ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିର୍ବାଚନ ଆୟୋଗ ଟିଏମସି ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ଚାଲିଥିବା ଉପ-ନିର୍ବାଚନରେ ସାଧାରଣ ସଭା,…