ଆଜିର ଖବର ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରକଟ କଲେ ବ୍ରହ୍ମପୁର ସାଂସଦ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୬ଟି ନର୍ସିଂ କଲେଜର ୧୦୦୦ ରୁ ଅଧିକ ବି.ଏସସି (B.Sc.) ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଗଭୀର ଚିନ୍ତା ପ୍ରକଟ…