ଜାତୀୟ ଖବର ଅଭାବ ପୁରଣ ପାଇଁ ନାଇଟ୍ରୋଜେନ୍ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ୍ ପ୍ଲାଣ୍ଟରେ ପରିବର୍ତ୍ତନ କରିବାକୁ କେନ୍ଦ୍ରର ନିଷ୍ପତି ନୂଆଦିଲ୍ଲୀ, କୋଭିଡ-୧୯ ମହାମାରୀ ପରିସ୍ଥିତି କାରଣରୁ ମେଡ଼ିକାଲ ଅକ୍ସିଜେନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟରେ ପରିବର୍ତ୍ତିତ କରିବାର…