ଆଞ୍ଚଳିକ ନାଉଗାଁ: ଯୁକ୍ତ ଦୁଇର ବ୍ଲକ ଟପରଙ୍କୁ ଫିଉଚର ଏକାଡୀମିର ସମ୍ବର୍ଦ୍ଧନା ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟରେ ସୂର୍ଯ୍ୟ କାନ୍ତ ବିଶ୍ୱାଳ ୬୦୦ ରୁ ୪୪୬ ନମ୍ବର ରଖି ବ୍ଲକର ପ୍ରଥମ…