ଆଜିର ଖବର ୨୪ ଘଣ୍ଟା ମଧ୍ୟରେ ପୁଣି ଅପରାଧୀଙ୍କ ତାଣ୍ଡବ: ନାଏବ ସରପଞ୍ଚ ଘରକୁ ବୋମା ମାଡ଼ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳରେ ବୋମାମାଡ ଓ ଆକ୍ରମଣ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଣି ସେହି ଅଞ୍ଚଳ ନିକଟସ୍ଥ ପାଟପୁର ଥାନା…