ଆଜିର ଖବର ନାକଟିଦେଉଳ ପୋଲିସକୁ ବଡ ସଫଳତା: ୧୨୦ କେଜିରୁ ଉର୍ଦ୍ଧ୍ଵ ଗଂଜେଇ ଜବତ, ୨ ଗାଡି ସହ ୩ ଗିରଫ ରେଢ଼ାଖୋଲ (କନ୍ଦର୍ପ ବେହେରା): ଶୁକ୍ରବାର ଅପରାହ୍ନରେ ନାକଟିଦେଉଳ ଥାନା ଚରଡ଼ପଶି ମଠ ନିକଟରୁ ୨ଟି ଗାଡ଼ିରୁ ୧୨୯ କେଜି ୬୯୦ ଗ୍ରାମ ଗଂଜେଇ ନାକଟିଦେଉଳ ପୋଲିସ ଜବତ…