ଆଜିର ଖବର ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଖେସଡ଼ା ଜଙ୍ଗଲରେ ଏକ ଆହତ ଦନ୍ତାହାତୀର ମୃତ୍ୟୁ ଘଟିଛି। ପେଣ୍ଠବାହାଳ ଗାଁ ନିକଟ…