ଆଜିର ଖବର ନାଗରିକ ସମ୍ମାନ ସମାରୋହ: ଜାଣନ୍ତୁ ଓଡ଼ିଶାର କାହାକୁ ମିଳିଲା ପଦ୍ମଶ୍ରୀ ପୁରସ୍କାର ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ…