ଆଜିର ଖବର ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫”: ଦର୍ଶକଙ୍କ ମନ ମୋହିଲା ପୁରୁଲିଆ ପାଇକ ଆଖଡ଼ା ଓ ନାଗା ମେଢ଼ ରଣପୁର: ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ…