ଆଜିର ଖବର ଠେଙ୍ଗା ମାଡ଼ରେ ଅଜା ମୃତ, ଅଭିଯୁକ୍ତ ନାତୀ ଗିରଫ ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅଂଚଳରେ ଆଜି ନାତୀର ଠେଙ୍ଗା ମାଡରେ ଅଜାର ମୃତ୍ୟୁ ହେବା ଭଳି ଘଟଣା ଘଟିଛି। ମୃତକ ଜଣଙ୍କ…