ଅପରାଧ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ମନ୍ତବ୍ୟକୁ ନେଇ ବିବାଦ: ପ୍ରତିକ୍ରିୟା ରଖିଲେ ଗୋଆ ମୁଖ୍ୟମନ୍ତ୍ରୀ ପାଣାଜୀ: ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି କହିଛନ୍ତି ଯେ, ତାଙ୍କ ବିବୃତ୍ତିର…