ଆଜିର ଖବର ଆମ୍ବୁଲାନସ ଧକ୍କାରେ ନାବାଳିକା ମୃତ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ଦୁଃଖଦ ଘଟଣାକ୍ରମେ ଆମ୍ବୁଲାନସ ଧକ୍କାରେ ଜଣେ ନାବାଳିକା ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ରୁ…