ଆଜିର ଖବର ବାଲୁଗାଁ: ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତିଲେ ଯାତ୍ରୀ ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଓଭର ବ୍ରିଜ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଯାତ୍ରୀବାହି ବସ ଖସି ପଡ଼ିଥିଲା। ଯେଉଁଥିରେ…