ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁଦ୍ଧାର ଉପରେ ଏକ ଆଲେଖ୍ୟ ସେୟାର କରିଛନ୍ତି।
Delighted that Kashmir's centuries-old 'Namda' craft is reviving and now reaching global shores after years! This is a testament to our artisans' skills and resilience. This revival is great news for our rich heritage. https://t.co/t0dT7sb7QU pic.twitter.com/YfNafSwuNc
— Narendra Modi (@narendramodi) July 17, 2023
ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁତ୍ଥାନ ହେଉଥିବା ଜାଣି ଖୁସି ଏବଂ ଏହା ଏବେ ଦୀର୍ଘବର୍ଷ ପରେ ବିଶ୍ୱ ସମ୍ମୁଖକୁ ଆସୁଛି! ଏହା ଆମ କାରିଗରମାନଙ୍କ ଦକ୍ଷତା ଏବଂ କୌଶଳର ପ୍ରମାଣ। ଆମ ସମୃଦ୍ଧ ଐତିହ୍ୟ ପାଇଁ ଏହା ଏକ ବଡ଼ ଖବର।’