ଆଜିର ଖବର ତେନାଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ କରୁଛି କ୍ରୀଡା ମନ୍ତ୍ରଣାଳୟ ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତେନଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ (ନାସନାଲ ଏଡଭେଞ୍ଚର ଆୱାର୍ଡ୍ସ) ପାଇଁ ନାମାଙ୍କନ ପତ୍ର ଆମନ୍ତ୍ରଣ କରୁଛି।…