ଜାତୀୟ ଖବର କୋଭିଡ ସତ୍ବେ ଖରିଫ ଧାନ ସଂଗ୍ରହ ନିମନ୍ତେ ମୋଟ ୧୪ ଲକ୍ଷ ୯୭ ହଜାର ଚାଷୀ କଲେ ନାମ ପଂଜୀକରଣ ଭୁବନେଶ୍ୱର, ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଗତବର୍ଷ ତୁଳନାରେ ୨୦୨୦-୨୧ ଖରିଫ୍ରେ ୨୧ ପ୍ରତିଶତ ବୃଦ୍ଧି ପାଇଛି…