ଆଜିର ଖବର ଶଙ୍ଖ ଛାଡି ପଦ୍ମ ଧରିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ବାଲେଶ୍ଵର: ଉପନିର୍ବାଚନ ଯେତିକି ନିକଟ ହେଉଛି ନେତାମାନଙ୍କର ଦଳ ଡିଆଁ ସେତିକି ବଢୁଛି। ଏହି ଧାରାରେ ଯୋଡି ହୋଇଛନ୍ତି ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ।…