ଆଜିର ଖବର ସ୍ତ୍ରୀଙ୍କୁ ଧ୍ୟାନ ଦିଅନ୍ତୁ, ନହେଲେ ଛାଡପତ୍ର ନିଅନ୍ତୁ ନୂଆଦିଲ୍ଲୀ: ନାରୀ ଓ ପୁରୁଷ ଦୁହେଁ ଦୁହିଁଙ୍କ ପରିପୂରକ। ବୁଝାମଣା ଆଉ ପ୍ରେମ ହିଁ ସଫଳ ଦାମ୍ପତ୍ୟର ଚାବିକାଠି। ଏଥିରେ ଦୁହିଁଙ୍କର ସମଭାଗିତା ରହିଥାଏ। କିନ୍ତୁ ଆଜିକାଲି…