ନାରୀ ନ୍ୟାୟ ବାହିନୀ

ଭୁବନେଶ୍ୱର: କୋଲକାତାରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଘଟଣାକୁ ପ୍ରତିବାଦ କରି ନାରୀ ନ୍ୟାୟ ବାହିନୀ ପକ୍ଷରୁ ଗାନ୍ଧିମାର୍ଗରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।…