ଆଜିର ଖବର କେତେ ହେବ କରୋନା ନାସାଲ୍ ଟୀକାର ଦର?, ସ୍ପଷ୍ଟ ହେଲା ମୂଲ୍ୟ ନୂଆଦିଲ୍ଲୀ: ଭାରତ ସରକାର କରୋନାକୁ ନେଇ ସତର୍କ ଅଛନ୍ତି। ଗତ ସପ୍ତାହରେ ସରକାର ନାସାଲ୍ ଟିକାକୁ ଅନୁମୋଦନ କରିଥିଲେ। ଖୁବ୍ ଶୀଘ୍ର ଏହି ଟିକା ଉପଲବ୍ଧ ହେବ।…