ଆଜିର ଖବର ପୋଲିସ ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ପାଉଁଶ ହେଲା ୨୫ ରୁ ଅଧିକ ଗାଡି ଖେଡା: ଗୁଜୁରାଟର ଖେଡା ଜିଲ୍ଲାର ଟାଉନ ପୋଲିସ ପରିସରରେ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୨୫ ରୁ ଅଧିକ ଗାଡିରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଏହି ଘଟଣାରେ…