ଆଞ୍ଚଳିକ ପରିବେଶ ସୁରକ୍ଷା ପାଇଁ ନିଆରା ବିଭାଘର ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ତାଳତୁମ୍ବ ଗ୍ରାମରେ ପରିବେଶ ସୁରକ୍ଷା ପାଇଁ ଏକ ନିଆରା ବିଭାଘର ଦେଖିବାକୁ ମିଳିଛି। ଦୁଇ ଔଷଧୀୟ ବୃକ୍ଷ ଅଶ୍ୱତ୍ଥ ଓ ବର ମଧ୍ୟରେ…