ଆଞ୍ଚଳିକ ସବୁଜ ଭାରତ ତରଫରୁ ଜଳଛତ୍ର ସେବା ଶିବିର ଉଦ୍ଘାଟିତ ଭୁବନେଶ୍ୱର: ସବୁଜ ଭାରତ ତରଫରୁ ନିକୋ ପାର୍କ ଛକ ହୋଣ୍ଡା ସୋରୁମ୍ ସମ୍ମୁଖରେ ଏକ ଜଳଛତ୍ର ସେବା ଶିବିର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ…