ଅନ୍ତରାଷ୍ଟ୍ରୀୟ ବକ୍ସର ନିଖତ ଜରିନ୍ ଜିତିଲେ ସୁନା, ଭାରତର ଖାତାକୁ ଆସିଲା ୧୭ ତମ ସ୍ୱର୍ଣ୍ଣ ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନରେ ନିଖତ ଜରିନ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଲାଇଟ ଫ୍ଲାଏ ବର୍ଗ…