ଆଜିର ଖବର ବାଲୁଗାଁ ରେଳଷ୍ଟେସନରୁ ଚୋରି ହୋଇଥିବା ଦୁଇ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କଲା ଖଲ୍ଲିକୋଟ ପୋଲିସ ଖଲ୍ଲିକୋଟ/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ଖଲ୍ଲିକୋଟ ପୋଲିସ। ସୂଚନା ମୁତାବକ ବାଲୁଗାଁ ଊମା ମହେଶ୍ବର…