ଜାତୀୟ ଖବର ‘ଇଣ୍ଡିଆ’ ମେଣ୍ଟ ଗଠନ ପରେ କରାଯାଇଛି ୩ ଟି ସର୍ଭେ: ଜାଣନ୍ତୁ କାହାକୁ ମିଳିବ କେତେ ଆସନ?: ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଛି।…