ଆଜିର ଖବର ନିମାପଡାରେ ସମୀର ଦାସଙ୍କୁ ଟକ୍କର ଦେବା ପାଇଁ ବିଜେଡି ନିଯୁକ୍ତି କଲା ୮ ସଂଯୋଜକ ଭୁବନେଶ୍ବର: ନିମାପଡାରେ ଆସନ୍ତା 1 ତାରଖରେ ହେବ ନିର୍ବାଚନ। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟାଣୁଆ ନେତା ସମୀର ଦାସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି।…